ताजा ख़बरेंब्रेकिंग न्यूज़

ଆଜି ଓଡିଶା ଆସିବେ ମାନ୍ୟବର ପ୍ରଧାନମନ୍ତ୍ରୀ

ଗତ କାଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ ପରେ ଆଜି ଓଡିଶା ଆସିବେ ମାନ୍ୟବର ପ୍ରଧାନମନ୍ତ୍ରୀ, ବାତ୍ୟା କ୍ଷୟ କ୍ଷତିର ଆକଳନ କରିବା ସହ ଆକାଶ ମାର୍ଗରୁ ସ୍ଥିତି ପରଖିବେ, ଭୁବନେଶ୍ୱରରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ପରେ ଭଦ୍ରକ ଓ ବାଲେଶ୍ୱରରେ ସ୍ଥିତି ଅନୁଧ୍ୟାନ କରିବେ ମୋଦି

Related Articles

Back to top button
Close
Close